ଓଡିଶା

odisha

ETV Bharat / videos

ମାର୍କେଟ ଅପଡେଟ: ପୁଞ୍ଜି ବଜାରରେ ବଡ ହ୍ରାସ, 661 ପଏଣ୍ଟ ଖସିଲା ସେନସେକ୍ସ - 661 ପଏଣ୍ଟ ଖସିଲା ସେନସେକ୍ସ

By

Published : Jul 14, 2020, 7:03 PM IST

ମୁମ୍ବାଇ: ବିଶ୍ୱ ବଜାରରେ ଦୁର୍ବଳ ସଙ୍କେତ ଓ ଘରୋଇ ଆର୍ଥିକ କମ୍ପାନୀଗୁଡିକର ସେୟାରରେ କ୍ଷତି ସହ ବିଏସଏ ସେନସେକ୍ସ ମଙ୍ଗଳବାର 661 ପଏଣ୍ଟ ହ୍ରାସ ପାଇଛି । ସେହିପରି ନିଫ୍ଟି ମଧ୍ୟ 195.35 ପଏଣ୍ଟ ଖସି କାରବାର ବନ୍ଦ କରିଛି । ସେପେଟ 2 ଦିନର ବୃଦ୍ଧି ପରେ ଡିଜେଲ ଦାମରେ ବ୍ରେକ ଲାଗିଛି । ଏଥିସହ ପେଟ୍ରୋଲ ଦାମ ଲଗାତାର 15 ଦିନ ଧରି ସ୍ଥିର ରହିଛି ।

ABOUT THE AUTHOR

...view details