ଓଡିଶା

odisha

ETV Bharat / videos

ପାକ- ଭାରତ ଟ୍ରେଡ ଠପ୍‌: ‘ନିଜ ଗୋଡରେ କୁରାଢି ମାରିଲା ପାକିସ୍ତାନ’ - india expert

By

Published : Aug 9, 2019, 8:03 PM IST

ନୂଆଦିଲ୍ଲୀ: ଭାରତ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବା ପରେ ଘାଟାରେ ପଡିବ ପାକ । ଏହା ଦ୍ବାରା ଭାରତ ନୁହେଁ ପାକ ଘାଟାରେ ପଡିବ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭାରତ ସହ ଦ୍ବିପାକ୍ଷିକ ବାଣିଜ୍ୟକ ସମ୍ପର୍କ ତୁଟାଇବା ପରେ ପାକ୍‌ ରପ୍ତାନୀ ଅଧିକ ମାତ୍ରାରରେ କ୍ଷତିଗ୍ରସ୍ଥ ହେବ । କାରଣ ପାକ ତାର ଚାହିଦା ପୂରଣ ପାଇଁ ଭାରତ ଉପରେ ବ୍ୟାପକ ମାତ୍ରାରେ ନିର୍ଭରଶୀଳ ।

ABOUT THE AUTHOR

...view details