ଓଡିଶା

odisha

By

Published : Aug 25, 2020, 6:45 PM IST

ETV Bharat / videos

ମାର୍କେଟ ଅପଡେଟ: ଅସ୍ଥିର ବଜାର ସାମାନ୍ୟ ବୃଦ୍ଧି ସହ ବନ୍ଦ

ମୁମ୍ବାଇ: ମଙ୍ଗଳବାର ଘରୋଇ ସେୟାର ବଜାରରେ ଅଧିକ ଅସ୍ଥିରତା ଦେଖିବାକୁ ମିଳିଛି । ବଜାର ହ୍ରାସ-ବୃଦ୍ଧି ସହ କାରବାର କରିଛି । ଶେଷରେ ସେନସେକ୍ସ ଓ ନିଫ୍ଟି ସାମାନ୍ୟ ବୃଦ୍ଧି ସହ ବନ୍ଦ ହୋଇଛି । ଟାଟା ମୋଟର୍ସ ସେୟାର ସବୁଠୁ ଅଧିକ ପ୍ରଫିଟ କମାଇଥିବା ବେଳେ Eicher Motors ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟ ଭଲ କାରବାର କରିଛି । ସେପଟେ ପେଟ୍ରୋଲ ଦାମ ଲଗାତା ଷଷ୍ଠ ଦିନରେ ବୃଦ୍ଧି ହୋଇଛି । ହେଲେ ଡିଜେଲ ଦାମ ସ୍ଥିର ରହିଛି ।

ABOUT THE AUTHOR

...view details