ଓଡିଶା

odisha

ETV Bharat / videos

ବଜାର ଅଭିବୃଦ୍ଧିରେ ଲାଗିଲା ବ୍ରେକ, ପୁଣି ବଢିଲା ପେଟ୍ରୋଲ ଦାମ - ସେନସେକ୍ସ ହ୍ରାସ

By

Published : Aug 20, 2020, 8:01 PM IST

ମୁମ୍ବାଇ: ବୈଶ୍ବିକ ବଜାର ନକରାତ୍ମକ ପ୍ରଭାବରେ ଘରୋଇ ସେୟାର ବଜାରରେ ବିଏସଇ ସେନସେକ୍ସ ଗୁରୁବାର 394 ପଏଣ୍ଟ ଖସି 38,220.39 ରେ ଓ ଏନଏସଇ ନିଫ୍ଟି 96 ପଏଣ୍ଟ କମି 11.312 ରେ କାରବାର ବନ୍ଦ କରିଛି । ସେହିପରି ଗୋଟିଏ ଦିନର ବିରାମ ପରେ ଗୁରୁବାର ପେଟ୍ରୋଲ ଦାମ ପୁଣି ବୃଦ୍ଧି ହୋଇଛି । କିନ୍ତୁ ଡିଜେଲ ଦାମ ସ୍ଥିର ରହିଛି ।

For All Latest Updates

ABOUT THE AUTHOR

...view details