ଓଡିଶା

odisha

By

Published : Jul 20, 2020, 7:19 PM IST

ETV Bharat / videos

ମାର୍କେଟ ଅପଡେଟ: 11 ହଜାର ଟପିଲା ନିଫ୍ଟି, ଡିଜେଲ ଦର ବୃଦ୍ଧି ଜାରି

ହାଇଦ୍ରାବାଦ: ଜୋରଦାର ଅଭିବୃଦ୍ଧି ସହ ବନ୍ଦ ସେୟାର ବଜାର । ବିଏସଇର 30 ସେୟାର ଆଧାରିତ ସେନସେକ୍ସ 390 ପଏଣ୍ଟ ବୃଦ୍ଧି ସହ 37,400 ଟପିଥିବା ବେଳେ ଏନଏସଇର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ନିଫ୍ଟି 120 ପଏଣ୍ଟରୁ ଅଧିକ ଉଛୁଳି 11,022.20 ଛୁଇଁଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ଲଗାତାର 4 ଦିନ ଧରି ଅଶୋଧିତ ତୈଳ ଦାମ ସ୍ଥିର ରହିଛି । କିନ୍ତୁ ଭାରତରେ ଉପଭୋକ୍ତାଙ୍କୁ ଡିଜେଲ ଦର ବୃଦ୍ଧିରୁ ଆଶ୍ବସ୍ତି ମିଳୁନି ।

For All Latest Updates

ABOUT THE AUTHOR

...view details