ଓଡିଶା

odisha

ETV Bharat / videos

ମାର୍କେଟ ରାଉଣ୍ଡଅପ : ସାମାନ୍ୟ ହ୍ରାସ ସହ ବନ୍ଦ ବଜାର

By

Published : Jul 28, 2020, 7:44 PM IST

ମୁମ୍ବାଇ: ଶୁ୍କ୍ରବାର ବୃଦ୍ଧି-ହ୍ରାସ ସହ ବନ୍ଦ ହୋଇଛି ବଜାର । 30 ସେୟାର ଆଧାରିତ ବିଏସଇ ସେନସେକ୍ସ 11.57 ପଏଣ୍ଟ ହ୍ରାସ ହୋଇ 38,128.90 ରେ ବନ୍ଦ ହୋଇଛି । ସେହିପରି ଏନଏସଇ ନିଫ୍ଟି 21.30 ପଏଣ୍ଟ ହ୍ରାସ ସହ 11,194.15 ରେ ପହଞ୍ଚିଛି । ତେବେ ରିଲାଏମନ୍ସ ଇଣ୍ଡଷ୍ଟ୍ରିଜର ବଜାର ପୁଞ୍ଜିକରଣ 14 ଲକ୍ଷ କୋଟି ଟଙ୍କା ଅତିକ୍ରମ କରି ରେକର୍ଡ ସ୍ତରରେ ପହଞ୍ଚିଛି । ସେପଟେ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ରହିଛି । ତେବେ ଜାଣନ୍ତୁ ଆଜିର ଦିନତମାମ ବଜାର ହାଲଚାଲ ..

ABOUT THE AUTHOR

...view details