ଓଡିଶା

odisha

ETV Bharat / videos

ମାର୍କେଟ ଅପଡେଟ: ପ୍ରଫିଟରେ ସେୟାର ସୂଚକାଙ୍କ, ମହଙ୍ଗା ଡିଜେଲ

By

Published : Jul 13, 2020, 6:39 PM IST

ମୁମ୍ବାଇ: ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ପ୍ରଭାବରେ ଘରୋଇ ପୁଞ୍ଜି ବଜାରରେ ପ୍ରଫିଟ ଦେଖାଦେଇଛି । ବମ୍ବେ ସେୟାର ବଜାରର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ ସୋମବାର 99 ପଏଣ୍ଟ ବଢି 36,693.69 ପଏଣ୍ଟରେ ବନ୍ଦ ହୋଇଛି । ସେପଟେ ଡିଜେଲ ଦାମ ଲଗାତାର ଦ୍ବିତୀୟ ଦିନରେ ବୃଦ୍ଧି ପାଇଛି । ଯେତେବେଳେ କି ପେଟ୍ରୋଲ ଦାମ ଲଗାତାର 14 ଦିନ ଅପରିବର୍ତ୍ତିତ ରହିଛି ।

ABOUT THE AUTHOR

...view details