ଓଡିଶା

odisha

ETV Bharat / videos

ମାର୍କେଟ ରାଉଣ୍ଡଅପ: ସପ୍ତାହର ଶେଷ କାରବାର ଦିନରେ ହ୍ରାସ ସହ ବଜାର ବନ୍ଦ - ଡଲାର ତୁଳନାରେ ଟଙ୍କା

🎬 Watch Now: Feature Video

By

Published : Sep 18, 2020, 7:15 PM IST

ମୁମ୍ବାଇ: ସପ୍ତାହର ଶେଷ କାରବାର ଦିନରେ ବଜାର ରେଡ ଆଲର୍ଟରେ ବନ୍ଦ । ହ୍ରାସ ହୋଇଛି ସେୟାର ସୂଚକାଙ୍କ । ବିଏସଇ ସେନସେକ୍ସ 134 ପଏଣ୍ଟ ଖସି 38845.82 ପଏଣ୍ଟରେ କାରବାର ବନ୍ଦ କରିଛି । ସେପଟେ ଏନଏସଇ ନିଫ୍ଟି 11.15 ପଏଣ୍ଟ କମି 11504.95ରେ କାରବାର ଶେଷ କରିଛି । କାରବାର ଆରମ୍ଭରେ ସେନସେକ୍ସ ଓ ନିଫ୍ଟି ଅଭିବୃଦ୍ଧିର ସହ କାରବାର ଆରମ୍ଭ କରିଥିଲା ବେଳେ ଶେଷ ସୁଦ୍ଧା ସୂଚକାଙ୍କ ତଳମୁହାଁ ହୋଇଛି । ସେପଟେ ଶୁକ୍ରବାର ଡଲାର ତୁଳନାରେ ଟଙ୍କା ମଜବୁତ ରହିଛି । ଟଙ୍କା ଡଲାର ପ୍ରତି 21 ପଇସା ସୁଦୃଢ ହୋଇ 73.45 ଟଙ୍କାରେ କାରବାର ବନ୍ଦ କରିଛି ।

ABOUT THE AUTHOR

...view details