ଓଡିଶା

odisha

By

Published : Aug 19, 2020, 7:20 PM IST

ETV Bharat / videos

ମାର୍କେଟ ରାଉଣ୍ଡଅପ: 11,400 ଟପିଲା ନିଫ୍ଟି, ପେଟ୍ରୋଲ ଦାମ ସ୍ଥିର

ମୁମ୍ବାଇ: ବିଶ୍ବ ସ୍ତରରେ ସକରାତ୍ମକ ସଙ୍କେତ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର ସେୟାର ଉପରମୁହାଁ ରହିଛି । ଫଳରେ ଘରୋଇ ସେୟାର ବଜାର ବୁଧବାର ସବୁଜ ସଙ୍କେତରେ କାରବାର ବନ୍ଦ କରିଛି । ବିଏସଇ ସେନସେକ୍ସ 86 ପଏଣ୍ଟ ବଢିଥିବା ବେଳେ ନିଫ୍ଟି 23 ପଏଣ୍ଟ ବଢି 11,408.40 ରେ ପହଞ୍ଚିଛି । ସେପଟେ ଲଗାତାର 3 ଦିନ ବୃଦ୍ଧି ପରେ ଆଜି ପେଟ୍ରୋଲ ଦାମ ସ୍ଥିର ଅଛି ।

ABOUT THE AUTHOR

...view details