ଓଡିଶା

odisha

By

Published : Sep 7, 2020, 6:48 PM IST

ETV Bharat / videos

ମାର୍କେଟ ଅପଡେଟ: ଅସ୍ଥିରତା ମଧ୍ୟରେ ସବୁଜରେ ବନ୍ଦ ବଜାର

ମୁମ୍ବାଇ: ବୈଶ୍ବିକ ବଜାର ମିଶ୍ରିତ ସଙ୍କେତ ଓ ଘରୋଇ ବଜାରରେ ହ୍ରାସ-ବୃଦ୍ଧି ମଧ୍ୟରେ ସବୁଜରେ ବନ୍ଦ ହୋଇଛି ସୋମବାର ସେୟାର ବଜାର । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 60 .05 ପଏଣ୍ଟ ବଢି 38,417.23 ରେ କାରବାର ବନ୍ଦ କରିଥିଲା ବେଳେ ଏନଏସଇ ନିଫ୍ଟି 21 ପଏଣ୍ଟ ଉଛୁଳି 11,350 ପଏଣ୍ଟ ଉପରକୁ ଉଠିଛି । ସେପଟେ ସୋମବାର ଡିଜେଲ ଦାମ ଲିଟର ପ୍ରତି ପୁଣି 10 ରୁ 12 ପଇସା ହ୍ରାସ ହୋଇଛି । ଏ ନେଇ ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

ABOUT THE AUTHOR

...view details