ଓଡିଶା

odisha

ETV Bharat / videos

ମାର୍କେଟ ଅପଡେଟ: ପ୍ରଫିଟରେ ବନ୍ଦ ବଜାର, ମହଙ୍ଗା ପେଟ୍ରୋଲ - ମହଙ୍ଗା ପେଟ୍ରୋଲ

By

Published : Sep 1, 2020, 7:37 PM IST

ମୁମ୍ବାଇ: କାରବାର ସପ୍ତାହର ଦ୍ବିତୀୟ ଦିନରେ ମଙ୍ଗଳବାର ଘରୋଇ ସେୟାର ବଜାରର ଦୁଇ ପ୍ରମୁଖ ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ବୃଦ୍ଧି ସହ ବନ୍ଦ ହୋଇଛି । ବିଏସଇ ସେନସେକ୍ସ 272.51 ପଏଣ୍ଟ ବୃଦ୍ଧି ପାଇ 38,900.80ରେ କାରବାର ବନ୍ଦ ହୋଇଛି । ସେହିପରି ଏନଏସଇ ନିଫ୍ଟି 82.75 ପଏଣ୍ଟ ଉଛୁଳି 11,470.25ରେ ପହଞ୍ଚିଛି । ସେପଟେ ପେଟ୍ରୋଲ ଦାମ ମଙ୍ଗଳବାର ପୁଣି ବୃଦ୍ଧି ପାଇଛି । ହେଲେ ଡିଜେଲ ଦାମ ସ୍ଥିର ରହିଥିଲା ।

ABOUT THE AUTHOR

...view details