ଓଡିଶା

odisha

By

Published : Aug 21, 2020, 6:12 PM IST

ETV Bharat / videos

ପ୍ରଫିଟର ସହ ବନ୍ଦ ସେୟାର ବଜାର, ପେଟ୍ରୋଲ ଦାମରେ ବୃଦ୍ଧି ଜାରି

ମୁମ୍ବାଇ: ବିଦେଶୀ ବଜାରରେ ସକରାତ୍ମକ ସଙ୍କେତ ଓ ଏଚଡିଏଫସି ବ୍ୟାଙ୍କ, ଏସିଆନ ପେଣ୍ଟସ ଭଳି ବଡ କମ୍ପାନୀର ସେୟାର ବିକ୍ରି ଯୋଗୁଁ ଶୁକ୍ରବାର ସେୟାର ବଜାର ସବୁଜରେ ବନ୍ଦ ହୋଇଛି । ବିଏସଇ ସେନସେକ୍ସ 214 ପଏଣ୍ଟ ବୃଦ୍ଧି ପାଇ 38,434 .72 ପଏଣ୍ଟ ଚଢିଥିବା ବେଳେ ନିଫ୍ଟି 59 ପଏଣ୍ଟରୁ ଅଧିକ ବୃଦ୍ଧି ପାଇ 11,371.60 ରେ କାରବାର ବନ୍ଦ କରିଛି । ସେପଟେ ପେଟ୍ରୋଲ ଦାମ ଲଗାତାର ଦୁଇ ଦିନ ଧରି ବୃଦ୍ଧି ପାଇଛି । ହେଲେ ଡିଜେଲ ଦାମ ସ୍ଥିର ରହିଛି ।

ABOUT THE AUTHOR

...view details