ଓଡିଶା

odisha

ETV Bharat / videos

ମାର୍କେଟ ରାଉଣ୍ଡଅପ: 185 ପଏଣ୍ଟ ଉଛୁଳିଲା ସେନସେକ୍ସ, 11,500 ରେ ବନ୍ଦ ନିଫ୍ଟି

By

Published : Sep 2, 2020, 6:04 PM IST

ମୁମ୍ବାଇ : ବୁଧବାର ସେୟାର ବଜାର ସବୁଜରେ ବନ୍ଦ ହୋଇଛି । ବିଏସଇ ସେନସେକ୍ସ 185.23 ପଏଣ୍ଟ ବୃଦ୍ଧି ହୋଇ 39,086.03 ରେ କାରବାର ବନ୍ଦ କରିଥିଲା ବେଳେ ଏନଏସଇ ନିଫ୍ଚି 64.75 ପଏଣ୍ଟ ଉଛୁଳି 11,535ରେ ପହଞ୍ଚିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଇମ୍ଫୋସିସ ସେୟାର ବୃଦ୍ଧି ସହ ଗ୍ଲୋବାଲ ମାର୍କେଟରେ ସକରାତ୍ମକ ସଙ୍କେତ ଯୋଗୁଁ ଘରୋଇ ବଜାରରେ ପ୍ରଫିଟ ଦେଖାଦେଇଛି । ସେପଟେ ସୁନା ଓ ରୂପା ଦାମ ହ୍ରାସ ହୋଇଛି ।

ABOUT THE AUTHOR

...view details