ଓଡିଶା

odisha

By

Published : Oct 23, 2020, 6:21 PM IST

ETV Bharat / videos

ମାର୍କେଟ ରାଉଣ୍ଡ ଅପ୍: ସେନସେକ୍ସ ସବୁଜରେ ବନ୍ଦ, ନିଫ୍ଟି 11,900 ଟପିଲା

ମୁମ୍ବାଇ: ବୈଶ୍ବିକ ସ୍ତରରେ ସୁଦୃଢ ସଙ୍କେତ ମଧ୍ୟରେ ଘରୋଇ ପୁଞ୍ଜି ବଜାରରେ ଖୁସିର ଲହରି । କାରବାର ସପ୍ତାହର ଶେଷ ଦିନରେ ସବୁଜରେ ବନ୍ଦ ହୋଇଛି ବଜାର । ଶୁକ୍ରବାର ବିଏସଇ ସେନସେକ୍ସ 127.01 ପଏଣ୍ଟ ବଢି 40,685.50 ପଏଣ୍ଟରେ କାରବାର ବନ୍ଦ କରିଥିଲା ବେଳେ ଏନଏସଇ ନିଫ୍ଟି 33.90 ପଏଣ୍ଟ ବଢି 11,930.35 ରେ ପହଞ୍ଚିଛି । ଗାଡି, ଧାତୁ ଓ ବିଦ୍ୟୁତ କ୍ଷେତ୍ରର ସେୟଚାରରେ ବୃଦ୍ଧି ଯୋଗୁଁ ଘରୋଇ ପୁଞ୍ଜି ବଜାରରେ ପ୍ରଫିଟ ଦେଖାଦେଇଛି ।

ABOUT THE AUTHOR

...view details