ମାର୍କେଟ ରାଉଣ୍ଡଅପ: ଖସିଲା ସେୟାର ସୂଚକାଙ୍କ, ମହଙ୍ଗା ତେଲ
ସୋମବାର ବିଏସଇ ସେନସେକ୍ସ 210 ପଏଣ୍ଟ ହ୍ରାସ ସହ 34,961.52 ପଏଣ୍ଟରେ ବନ୍ଦ ହୋଇଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 70.60 ପଏଣ୍ଟ ଖସି 10,312.40 ରେ କାରବାର ଶେଷ କରିଛି । ସେପଟେ ଗୋଟିଏ ଦିନର ବିପତ୍ତି ପରେ ପୁଣି ଉପରମୁହାଁ ତେଲ ଦର । ଆଜି ରାଷ୍ଟ୍ରୀୟ ରାଜଧାନୀରେ ପେଟ୍ରୋଲ ଲିଟର ପିଛା 80.43 ଟଙ୍କା ଓ ଡିଜେଲ 80.53 ଟଙ୍କାକୁ ବୃଦ୍ଧି ହୋଇଛି । ନଜର ପକାନ୍ତୁ ଆଜିର ବଜାର ହାଲଚାଲ ଉପରେ...
Last Updated : Jun 29, 2020, 7:59 PM IST