ଓଡିଶା

odisha

ETV Bharat / videos

ରାଜ୍ୟ ଅର୍ଥନୀତି ସୁଦୃଢ କରିବାକୁ ପ୍ରସ୍ତୁତ ହେଉ ଖସଡା: ପଞ୍ଚାନନ କାନୁନଗୋ - economy crisis

By

Published : Jul 23, 2020, 8:02 PM IST

Updated : Jul 24, 2020, 2:30 PM IST

ଭୁବନେଶ୍ବର: କୋଭିଡ-19 ମୁକାବିଲା ପାଇଁ ଅନ୍ୟ ରାଜ୍ୟ ଭଳି ଓଡିଶା ମଧ୍ୟ ବିଶେଷ ପ୍ରଭାବିତ ହୋଇଛି । କିନ୍ତୁ ଗତ 4 ବର୍ଷ ପୂର୍ବରୁ ରାଜ୍ୟ ଅର୍ଥନୀତି ଦୁର୍ବଳ ହୋଇପଡିଥିବା ବେଳେ ବର୍ତ୍ତମାନ କୋରୋନା ସମୟରେ ଏହା ଅଧିକ ପ୍ରଭାବିତ ହୋଇଛି । ରାଜସ୍ବ କମିବା ସହ କେନ୍ଦ୍ରୀୟ ଅନୁଦାନ ମଧ୍ୟ ହ୍ରାସ ପାଇଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ରାଜ୍ୟ ସରକାରଙ୍କ ଅଯୋଗ୍ୟତା କାରଣରୁ ଟିକସ କମୁଛି । ସେହିପରି କେନ୍ଦ୍ରରୁ 14 ପ୍ରତିଶତ ଅନୁମୋଦ ପାଇବା କଥା ତାହା ମଧ୍ୟ ସରକାର ମାଗୁନଥିବା ସେ କହିଛନ୍ତି । ଆଗକୁ ରାଜ୍ୟ ସରକାର କେଉଁ କ୍ଷେତ୍ରରେ କିଭଳି ରାଜସ୍ବ ବୃଦ୍ଧି କରିପାରିବ ସେ ନେଇ ବିଚାର କରିବାର ସମୟ ଆସିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ।
Last Updated : Jul 24, 2020, 2:30 PM IST

ABOUT THE AUTHOR

...view details