ଓଡିଶା ବଜେଟ: 'କାଳିଆ'କୁ ଅଧିକା , ବେକାରୀଙ୍କୁ ଅଣଦେଖା - Interim
ଭୁବନେଶ୍ବର: ଉତ୍କଣ୍ଠା , ଉତ୍ସାହ ମଧ୍ୟରେ ଖୋଲିଲା ଶଶୀଙ୍କ ସୁଟକେଶ । ବିଧାନସଭାରେ ଆଗତ ହୋଇଛି 2019-20 ଆର୍ଥିକ ବର୍ଷର ଅନ୍ତରୀଣ ବଜେଟର ଆୟବ୍ୟୟ ଅଟକଳ ହିସାବନିକାଶ । ସରକାରଙ୍କ ଏହି 4ମାସିକିଆ ବଜେଟ ପେଢି ଯଦିଓ ଏତେଟା ନୂଆ ନୁହେଁ ତଥାପି କୃଷକ ଓ ବେତନଭୋଗୀଙ୍କ ଅଣ୍ଟା ସଳଖିବାକୁ ଆଣିଛି ଆଶାର ବାଡି ।