ଓଡିଶା

odisha

ଇଟିଭି ଭାରତ ଆଗରେ 100ଦିନର ସଫଳତା ବଖାଣିଛି ବିଜେପି

By

Published : Sep 6, 2019, 4:33 PM IST

ମୋଦି 2.0ର ପ୍ରଥମ 100ଦିନରେ 36 ଆଇନ ଲାଗୁ ହୋଇଛି । ଯେଉଁଥିରୁ 16କୋଟି ଟଙ୍କାର ନିବେଶ ପାଇଁ ଯୋଜନା ରହିଛି । ତେବେ କେତେ ପୂରଣ ହୋଇଛି ସରକାରଙ୍କ ଟାର୍ଗେଟ? କଣ ରହିଛି ମୋଦିଙ୍କ ଦ୍ବିତୀୟ ଇନିଂସର ପ୍ରଥମ 100 ଦିନର ଉପଲବ୍ଧି ? ଏ ନେଇ ଇଟିଭି ଭାରତ ଆଗରେ ମତ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଗୋପାଲ ଅଗ୍ରୱାଲ।

ABOUT THE AUTHOR

...view details