ବଜେଟ 2020: କଣ ଚାହାନ୍ତି ବ୍ୟବସାୟୀ, ଶୁଣନ୍ତୁ..
ଭୁବନେଶ୍ବର: ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ଆଣିବେ 2020-21 ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ମାନ୍ଦାବସ୍ଥା ଯୋଗୁଁ ସାଧାରଣ ଲୋକଙ୍କ ପକେଟ ଉପରେ ବୋଝ ଉପରେ ପଡୁଥିବା ଏଥର ଫୋକସରେ ଚାହିଦା ବୃଦ୍ଧି । ତେବେ ସୀତାରମଣଙ୍କ ବଜେଟ ବହିର ପୃଷ୍ଠାରେ କଣ ରହିବ । ଏ ନେଇ କଣ ଆଶା ରଖୁଛନ୍ତି ବ୍ୟବସାୟୀ...ଶୁଣନ୍ତୁ ସେମାନଙ୍କ ମୁହଁରୁ ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ