ମାନ୍ଦାରେ କାଶ୍ମୀର ବନ୍ଧୁକ କାରଖାନା, ସଂଘର୍ଷ କରୁଛନ୍ତି କର୍ମଚାରୀ - kasmir
ବନ୍ଦ ହେବାକୁ ବସିଛି କାଶ୍ମିରୀ ବନ୍ଧୁକ କାରଖାନା । ସରକାରୀ କଟକଣା ଯୋଗୁଁ ବେପାର ଠପ୍। ଜନତାଙ୍କ ପାଇଁ ବନ୍ଧୁକ ତିଆରି କରୁଥିବା ଏହି କାରଖାନା ଗୁଡିକ ଏବେ ଅଚଳ ପ୍ରାୟ । ଏଥିଯୋଗୁଁ ଏଠାରେ କାମ କରୁଥିବା କର୍ମଚାରୀଙ୍କ ପରିବାର ପ୍ରତିପୋଷଣ ମୁସକିଲ ହୋଇପଡିଛି । ଅପେକ୍ଷା ସରକାରୀ ସହାୟତାକୁ ।