ମହାବାତ୍ୟା ଅମ୍ଫାନର ସୂଚନା ଦେଲେ ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର - ବାତ୍ୟା ଅମ୍ଫନ ନ୍ୟୁଜ୍
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ କ୍ରମଶଃ ବଢି ମହାବାତ୍ୟାର ରୂପ ନେଇଛି । 1999 ଓଡିଶା ମହାବତ୍ୟା ପରେ ଏହା ହେଉଛି ଦ୍ବିତୀୟ ମହାବତ୍ୟା । ଏହା ପଶ୍ଚିବଙ୍ଗର ଦିଘା ଓ ବାଂଲାଦେଶର ହାତୀଆ ଦ୍ବୀପରେ ସ୍ଥଳଭାଗ ଛୁଇଁବ । ଅମ୍ଫାନର ବେଗ 165 ରୁ 170 ରହିବା ବୋଲି ସୂଚନା ଦେଇଛନ୍ତି ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ