ଓଡିଶା

odisha

By

Published : Nov 15, 2020, 1:32 PM IST

ETV Bharat / videos

ପରମ୍ପରା ପାଳି ପ୍ରହାର ଖାଇଲେ ଛଡିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ

ଛତିଶଗଡ: ଗୋବର୍ଦ୍ଧନ ପୂଜା କଲେ ଛତିଶଗଡ ସିଏମ ଭୁପେଶ ବାଘେଲ । ପୂଜା ଅବସରରେ ରାଜ୍ୟବାସୀଙ୍କ ପାଇଁ କଲେ ମଙ୍ଗଳ କାମନା । ଛାଟ ପ୍ରହାର ଖାଇ ପାଳିଲେ ପରମ୍ପରା । ଏହି ପୂଜା ବାଘେଲ ଦୁର୍ଗ ଜିଲ୍ଲାର କୁମହରି ଗାଁର ଜାଜାଙ୍ଗିରିରେ କରିଛନ୍ତି ।

ABOUT THE AUTHOR

...view details