ଓଡିଶା

odisha

ବାଇଡେନଙ୍କ ବିଜୟର ଖୁସି ମନାଉଛନ୍ତି ଆମେରିକାବାସୀ

By

Published : Nov 8, 2020, 7:54 AM IST

ୱାଶିଂଟନ୍: ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ହେବେ । ବାଇଡେନଙ୍କ ବିଜୟ ନେଇ ବିଭିନ୍ନ ସ୍ଥାନରେ ଉତ୍ସବର ମାହୋଲ । ନ୍ୟୁୟର୍କର ଟାଇମ୍ସ ସ୍କୋୟାର ଓ ୱାସିଂଟନ୍ ଡିସିରେ କରାଗଲା ସେଲିବ୍ରେସନ । ସାମିଲ ହେଲେ ଶତାଧିକ ସମର୍ଥକ ।

ABOUT THE AUTHOR

...view details