ଓଡିଶା

odisha

ETV Bharat / videos

କଟକଣାରେ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରୁଛନ୍ତି ଭକ୍ତ - କଟକଣାରେ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

By

Published : Jan 1, 2022, 9:25 PM IST

ବ୍ରହ୍ମପୁର : ଚଳିତ ବର୍ଷ କୋଭିଡ ପାଇଁ କିଛି ମାତ୍ରାରେ ଫିକା ପଡିଛି ନୂଆବର୍ଷ । କୋଭିଡ କଟକଣାରେ ମାଆ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ସରକାରଙ୍କ କୋଭିଡ କଟକଣା ମଧ୍ୟରେ ବ୍ରହ୍ମପୁର ସହର ବାସିନ୍ଦା ସଂନ୍ଧ୍ୟା ସମୟରେ ବୁଢି ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି । ସେପଟେ ମାଆଙ୍କ ମନ୍ଦିରକୁ ଆସୁଥିବା ଭକ୍ତମାନେ ଯେପରି ମାସ୍କ ପରିଧାନ କରିବା ସହିତ ସମସ୍ତ ନିୟମକୁ ମାନିବେ ସେ ନେଇ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ABOUT THE AUTHOR

...view details