ଓଡିଶା

odisha

ଆଇଏମଏ ପାସିଂ ଆଉଟ ପରେଡର ସମୀକ୍ଷା କରୁଛନ୍ତି ସେନା ମୁଖ୍ୟ, ଦେଖନ୍ତୁ ଭିଡିଓ

By

Published : Jun 13, 2020, 8:06 AM IST

Updated : Jun 13, 2020, 8:21 AM IST

ଡେରାଡୁନ: ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରଭାନେ ଉତ୍ତରପ୍ରଦେଶର ଡେରାଡୁନରେ ଥିବା ଭାରତୀୟ ମିଲିଟାରୀ ଏକାଡେମୀ (ଆଇଏମଏ) ରେ 423 ଅଧିକାରୀଙ୍କ ପାସ୍ ଆଉଟ୍ ପ୍ୟାରେଡ୍ ସମୀକ୍ଷା କରିଛନ୍ତି। ଏଥିରେ 333 ଜଣ ଭାରତୀୟ କ୍ୟାଡେଟ ଓ 90ଜଣ ବିଦେଶୀ କ୍ୟାଡେଟ ସାମିଲ ହୋଇଛନ୍ତି ।ଏହି ପରେଡ ଭାରତୀୟ ସେନାର ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ସିଧାପ୍ରସାରଣ କରାଯାଉଛି । @ANI
Last Updated : Jun 13, 2020, 8:21 AM IST

For All Latest Updates

ABOUT THE AUTHOR

...view details