ଓଡିଶା

odisha

ETV Bharat / videos

ବାପୁଙ୍କ ଜୀବନିର କିଛି ଅଭୁଲା ଫର୍ଦ୍ଦ, ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ - ବାପୁଙ୍କ ଜୀବନିର କିଛି ଅଭୁଲା ଫର୍ଦ୍ଦ

By

Published : Oct 2, 2020, 10:49 AM IST

ଆଜି ବାପୁଙ୍କ 151 ତମ ଜନ୍ମଜୟନ୍ତୀ । ଦେଶର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀକୁ ସାରା ଦେଶ ପାଳୁଛି । ବାପୁଜୀଙ୍କ ବଳିଦାନକୁ ଆଜିବି ଝୁରିଛି ଦେଶ । ତେବେ ଆଜିର ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଦେଖିବା ମହାତ୍ମା ଗାନ୍ଧୀଙ୍କ ଜୀବନର ପ୍ରମୁଖ ଘଟଣାବଳୀ ସମ୍ବନ୍ଧରେ। ଯାହାଙ୍କ ଆଦର୍ଶ ଏବଂ ଚିନ୍ତାଧାରା ବିଶ୍ବବିଦିତ।

ABOUT THE AUTHOR

...view details