ଓଡିଶା

odisha

By

Published : Feb 13, 2022, 8:52 PM IST

Updated : Feb 3, 2023, 8:11 PM IST

ETV Bharat / videos

ବିଜ୍ଞାପନ ସୁଟିଂ ପାଇଁ କଟକରେ କିରଣ

କଟକ: କଟକରେ ବଲିଉଡ ଷ୍ଟାର କିରଣ କୁମାର। ଏକ ବିଜ୍ଞାପନ ସୁଟିଂ ପାଇଁ କଟକ ଆସିଛନ୍ତି କିରଣ । ଏହି ପରିପ୍ରେକ୍ଷିରେ ସେ କହିଛନ୍ତି, ‘‘ମୁଁ ଓଡିଶା ଆସି ବହୁତ ଖୁସି । ଓଡ଼ିଆ ଫିଲ୍ମରେ ସୁଯୋଗ ମିଳିଲେ ମୁଁ ନିଶ୍ଚୟ ଅଭିନୟ କରିବି। ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ଘରେ ସୁଟିଂ ହେଉଥିବାରୁ ମୁଁ ଧନ୍ୟ ମନେ କରୁଛି । ଘରକୁ ଗଲେ ଓଡିଶାର ରସଗୋଲା ନେଇକି ଯିବି ବୋଲି କହିଛନ୍ତି କୁରଣ। କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ
Last Updated : Feb 3, 2023, 8:11 PM IST

ABOUT THE AUTHOR

...view details