ଓଡିଶା

odisha

By

Published : Mar 26, 2022, 6:36 PM IST

Updated : Feb 3, 2023, 8:21 PM IST

ETV Bharat / videos

ULB Result: ଖୁସିରେ କାନ୍ଦିପକାଇଲେ ବିଜୟୀ ପ୍ରାର୍ଥୀ

ଭୁବନେଶ୍ବର: ପଞ୍ଚାୟତ ପରେ ପୌର ନିର୍ବାଚନରେ ଶାସକ ବିଜୁ ଜନତା ଦଳର ବିପୁଳ ବିଜୟ । ପୌର ଫଳାଫଳ ପରେ ବିଜୟୀ ପ୍ରାର୍ଥୀ ଉତ୍ସବ ମନାଇବାରେ ବ୍ୟସ୍ତ । ଖୁସିରେ କେଉଁଠି ବିଜୟୀ ପ୍ରାର୍ଥୀ କାନ୍ଦି ପକାଇଛନ୍ତି ତ କେଉଁଠି ନିଜ ୱାର୍ଡରେ ବିକାଶର ପ୍ରତିଶୃତି ପାଳନ କରିବେ ବୋଲି କହିଛନ୍ତି ପ୍ରାର୍ଥୀ । ଭୁବନେଶ୍ବର ମହାନଗର ନିଗମର ୱାର୍ଡ ୩୮ରୁ ବିଜେଡି ପ୍ରାର୍ଥୀ ପଦ୍ମଜା ପ୍ରିୟଦର୍ଶିନୀ ବିଜୟୀ ହୋଇଥିବା ବେଳେ ୱାର୍ଡ ନମ୍ବର 44ରେ ଅଜିତ ବେହେରା ବିଜୟୀ ହୋଇଛନ୍ତି । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

...view details