ଓଡିଶା

odisha

By

Published : Feb 27, 2022, 1:33 PM IST

Updated : Feb 3, 2023, 8:18 PM IST

ETV Bharat / videos

Panchayat Vote Counting: ଲିଡ୍‌ କରୁଛି BJD, ନିରାଶ କଲା BJP

ଭୁବନେଶ୍ବର: ଗତକାଲି ଭୋଟଗଣତି ଆରମ୍ଭ ବେଳେ ବିଜେପିର ଟ୍ରେଣ୍ଡ ଭଲ ରହିଥିବା ବେଳେ ଶେଷ ବେଳକୁ ପ୍ରାୟ ଅଧିକାଂଶ ଆସନରେ ବିଜେଡି ଲିଡ୍‌ କରିଥିଲା । ଆଉ ଆସିଥିବା ଫଳାଫଳ ଅନୁସାରେ ୩୧୫ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୨୬୮ରେ ବିଜୟୀ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡିଂ ଅନୁସାରେ ୫୩୨ ଆସନରେ ଲିଡ କରୁଛି । ତେବେ ଗତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ଚଳିତ ନିର୍ବାଚନ ସେହି ଅଙ୍କ ପୁଣି ଅକ୍ତିଆର କରିବାରେ ବିଜେପି ଫେଲ୍‌ ମାରିଛି । ଏବେ ଲୋକମତ ବିଜେଡି ସପକ୍ଷରେ ରହିଛି । ଏହାକୁ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ସଞ୍ଜୀବ କୁମାର ରାୟ ।
Last Updated : Feb 3, 2023, 8:18 PM IST

ABOUT THE AUTHOR

...view details