ଓଡିଶା

odisha

ULB RESULT: ୱାର୍ଡ ୫୩ରୁ ବାଜି ମାରିଲେ ମହାମାୟା, ୱାର୍ଡବାସୀଙ୍କୁ ଦେଲେ ଧନ୍ୟବାଦ

By

Published : Mar 27, 2022, 9:39 AM IST

Updated : Feb 3, 2023, 8:21 PM IST

ଭୁବନେଶ୍ବର: ଆସିଛି ପୌର ନିର୍ବାଚନ ଫଳାଫଳ । ଭୁବନେଶ୍ବର ୱାର୍ଡ ୫୩ ରୁ ବିଜେଡି ପ୍ରାର୍ଥୀନୀ ମହାମାୟା ସ୍ବାଇଁ ବିଜୟୀ ହୋଇଛନ୍ତି । ବିଜୟଲାଭ କରିବା ପରେ ସେ ଓ୍ବାର୍ଡବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

...view details