ଓଡିଶା

odisha

By

Published : Mar 21, 2022, 2:05 PM IST

Updated : Feb 3, 2023, 8:20 PM IST

ETV Bharat / videos

Municipal Election: ବ୍ରହ୍ମପୁର 36ନଂ ୱାର୍ଡରେ ବିଜେଡିର ଜମୁଛି ପ୍ରଚାର

ବ୍ରହ୍ମପୁର: ହାତରେ ରହିଛି ଆଉ କିଛି ଘଣ୍ଟାର ସମୟ। ଏହାରି ଭିତରେ ଭୋଟ ହାତେଇବା ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରୟାୟ ଜାରି ରହିଛି । ବ୍ରହ୍ମପୁର ମହାନଗର ନିଗମର ୩୬ ନମ୍ବର ୱାର୍ଡରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ବିଜେଡ଼ି କର୍ପୋରେଟର ପ୍ରାର୍ଥିନୀ ସୋନାଲି ଗନ୍ତାୟତ । ୱାର୍ଡରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇ ଭୋଟରଙ୍କ ନିକଟତର ହେବକୁ ଉଦ୍ୟମ କରୁଛନ୍ତି । ଦଳୀୟ ସମର୍ଥକଙ୍କ ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details