ଓଡିଶା

odisha

By

Published : Feb 14, 2022, 6:49 PM IST

Updated : Feb 3, 2023, 8:12 PM IST

ETV Bharat / videos

ପୁଲଓ୍ବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜଧାନୀବାସି

ଭୁବନେଶ୍ବର: ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଦେଶକୁ ଦୋହଲାଇ ଦେଇଥିଲା ପୁଲୱାମା ଆକ୍ରମଣ । ଆଜି ଏହି ଆକ୍ରମଣକୁ ୩ ବର୍ଷ ପୂରଣ ହୋଇଛି । ଶହୀଦ ଯବାନଙ୍କୁ ଆଜି ବି ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି ଦେଶ । ଶହୀଦଙ୍କ ପାଇଁ ଲୁହ ଗଡାଉଛନ୍ତି ଦେଶବାସୀ । ସେହି ବୀର ଯବାନଙ୍କ ବଳିଦାନ ମନେ ପକାଇବା ପାଇଁ ରାଜଧାନୀରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ରାଜଧାନୀର ଶ୍ୟାମାପ୍ରସାଦ ମୂଖାଜୀ ପାର୍କରେ ବୁଦ୍ଧିଜୀବୀଙ୍କ ସମେତ ରାଜଧାନୀବାସୀ ମିଶି କ୍ୟାଣ୍ଡେଲ ଜାଳି ପୁଷ୍ପ ଅର୍ପଣ କରି ବିର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ
Last Updated : Feb 3, 2023, 8:12 PM IST

ABOUT THE AUTHOR

...view details