ଓଡିଶା

odisha

ETV Bharat / videos

YSRCP ନେତ୍ରୀଙ୍କ ଦାଦାଗିରି, ଟୋଲପ୍ଲାଜା କର୍ମଚାରୀଙ୍କୁ ମାରିଲେ ଚାପୁଡା... - ଟୋଲପ୍ଲାଜା କର୍ମଚାରୀଙ୍କୁ ଚାପୁଡା

By

Published : Dec 10, 2020, 12:00 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର କାଜା ଟୋଲପ୍ଲାଜାରେ ୱାଇଏସଆରସିପି ନେତ୍ରୀଙ୍କ ଦାଦାଗିରି । ଟୋଲ ପଇସା ନଦେଇ ଓଲଟା ଟୋଲପ୍ଲାଜା କର୍ମଚାରୀଙ୍କୁ ଚାପୁଡା ମାରିଲେ ୱାଇଏସଆରସିପି ନେତ୍ରୀ ଡି ରେବତୀ । ବ୍ୟାରିକେଟକୁ ଓଲଟାଇବା ସହ ଅଟକାଇବାରୁ କର୍ମଚାରୀଙ୍କୁ ଚାପୁଡା ମାରିଥିବାର ଭିଡିଓ ଭାଇରାଲ ।

ABOUT THE AUTHOR

...view details