ଓଡିଶା

odisha

ETV Bharat / videos

ଧାରା 370 ପୁନଃଲାଗୁ ନହେଲେ ବିଧାନସଭା ନିର୍ବଚନ ଲଢିବନି ନ୍ୟାସନାଲ କନଫରେନ୍ସ - ଧାରା 370 ଉଚ୍ଛେଦ ବିବାଦ

By

Published : Dec 24, 2020, 5:55 PM IST

ଶ୍ରୀନଗର: କାଶ୍ମୀରରେ ଧାରା 370 ପୁନଃଲାଗୁ କରାନଗଲେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବନି ନ୍ୟାସନାଲ କନଫରେନ୍ସ । ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାରରେ ସ୍ପଷ୍ଟ କଲେ ଦଳର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା । କହିଲେ ଚଳିତବର୍ଷର ଡିଡିସି ନିର୍ବାଚନ ବିଜେପିର ମୁଖା ଖୋଲିଦେଇଛି । ପଢନ୍ତୁ ଅଧିକ....

ABOUT THE AUTHOR

...view details