ଓଡିଶା

odisha

By

Published : Nov 14, 2021, 5:40 PM IST

ETV Bharat / videos

କଲବଲ କରିପକାଇଲେ କୁକୁର ପଲ, CCTV ରେ କଏଦ ଆକ୍ରମଣର ଦୃଶ୍ୟ

ଥିରୁଅନନ୍ତପୁରମ: ରାସ୍ତାରେ ମହିଳାଙ୍କୁ ଅତର୍କିତ ଆକ୍ରମଣ କଲେ କୁକୁର ପଲ । ଲହୁଲୁହାଣ ଅବସ୍ଥାରେ କୁକୁରଙ୍କ ପଞ୍ଝାରୁ ମହିଳାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ମହିଳା । CCTVରେ କଏଦ ହେଲା ଆକ୍ରମଣ ସମୟର ଦୃଶ୍ୟ । କେରଳର କୋଝିକୋଡେ ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା ।

ABOUT THE AUTHOR

...view details