ଓଡିଶା

odisha

ETV Bharat / videos

ଚଳନ୍ତା କାରରେ ଲାଗିଲା ନିଆଁ; ଜଳିଗଲେ ସ୍ତ୍ରୀ, ସ୍ବାମୀ ଗୁରୁତର - ଯାତ୍ରାବେଳେ ହଠାତ କାରରେ ଲାଗିଲା ନିଆଁ

By

Published : Mar 19, 2020, 9:04 PM IST

ମୁମ୍ବାଇ: ମହାରାଷ୍ଟ୍ର ଅମ୍ବୋଲୀରେ ଅଘଟଣ । ଦମ୍ପତି କାର ଯୋଗେ ବେଲଗାମରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିବା ବେଳେ କାରରେ ଅଚାନକ ଲାଗିଲା ନିଆଁ । ଫଳରେ କାର ସହ ଜଳିଗଲେ ସ୍ତ୍ରୀ । ଡ୍ରାଇଭର ସିଟରେ ଥିବା ସ୍ବାମୀ ନିଜ କାରରୁ ଡେଇଁବାରେ ସଫଳ ହୋଇଥିଲେ । ହେଲେ ସିଟ ବେଲ୍ଟ ଯୋଗୁଁ ଫସିଯାଇଥିଲେ ସ୍ତ୍ରୀ । ଫଳରେ ସେହି କାରରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ସ୍ବାମୀଙ୍କୁ ନିକଟସ୍ଥ ସାବାନ୍ତାୱାଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details