ଓଡିଶାରେ କାହିଁକି ହେଉଛି ରେଳ ପ୍ରକଳ୍ପର ବିଳମ୍ବ? - ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରେସମିଟ
ଓଡିଶାରେ କାହିଁକି ହେଉଛି ରେଳ ପ୍ରକଳ୍ପର ବିଳମ୍ବ? ପ୍ରେସମିଟ କରି ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହାସହ ପ୍ରକଳ୍ପ ଶୀଘ୍ର ସାରିବା ପାଇଁ କଣ କରୁଛନ୍ତି କେନ୍ଦ୍ର ସରକାର ତାହାର ମଧ୍ୟ ଦେଲେ ସୂଚନା ।