ଆତ୍ମନିର୍ଭର ଭାରତ ପ୍ୟାକେଜକୁ ନେଇ କ’ଣ କୁହନ୍ତି ବିଶେଷଜ୍ଞ ?
ଭୁବନେଶ୍ବର: ଦେଶରେ ମହାମାରୀ କୋରୋନା ପାଇଁ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି 20 ଲକ୍ଷ କୋଟି ଟଙ୍କାର ମେଗା ପ୍ୟାକେଜ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ୟାକେଜକୁ ନେଇ ଲଗାତାର ସାମ୍ବାଦିକ ସମ୍ମିଳନୀ ଦ୍ବାରା କେଉଁ ସେକ୍ଟରକୁ କେତେ, ତାହାର ବିସ୍ତୃତ ବିବରଣୀ ଦେଉଛନ୍ତି । ତେବେ ଆଜି ଦ୍ବିତୀୟ ଦିନରେ ଅର୍ଥମନ୍ତ୍ରୀ କୃଷଣ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଘୋଷଣା କରିଛନ୍ତି ଅନେକ କିଛି । ଏନେଇ କଣ କହୁଛନ୍ତି ବିଶେଷଜ୍ଞ ଚାଲନ୍ତୁ ଶୁଣିବା...