ଓଡିଶା

odisha

ETV Bharat / videos

ସୀମା ଲଙ୍ଘୁଛି ସମୁଦ୍ର, ବିପଦରେ ଥିରୁଅନନ୍ତପୁରମର ଐତିହାସିକ ବ୍ରିଜ - cyclone Tauktae

By

Published : May 15, 2021, 5:55 PM IST

ଥିରୁଅନନ୍ତପୁରମ: ମାଡି ଆସୁଛି ସାମୁଦ୍ରିକ ବାତ୍ୟା 'ତାଉତେ' । ଆରବ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ ତାଉତେ ପ୍ରଭାବରେ ସମୁଦ୍ର ଆଶାନ୍ତ ହୋଇଛି । ଗତରାତିରୁ କେରଳର ରାଜଧାନୀ ଥିରୁଅନନ୍ତପୁରମରେ ଥିବା ଐତିହାସିକ ଭାଲିଆଥୁରା ପୁରୁଣା ବ୍ରିଜରେ ମାଡ ହେଉଛି ସମୁଦ୍ରର ଉଚ୍ଚ ଜୁଆର । 200 ମିଟର ଲମ୍ବର ଏହି ବ୍ରିଜରେ ବିରାଟ ଜୁଆର ଆସି ମାଡ ହେଉଥିବାରୁ ଏହା କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା ଦେଖାଦେଇଛି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ.

ABOUT THE AUTHOR

...view details