ଓଡିଶା

odisha

ETV Bharat / videos

ମିଳିଗଲା ମଦ, ଆଗ ପୂଜା ତାପରେ ପାନ... - ସୋସିଆଲ ମିଡିଆ

By

Published : May 27, 2021, 10:55 AM IST

ସୋସିଆଲ ମିଡିଆରେ ଭାଇରାଲ ହେଇଛି ମଦ ପୂଜା ବିଧି । ଲକଡାଉନ୍ ଯୋଗୁଁ ଅନେକ ଦିନର ବ୍ୟବଧାନ ପରେ ମଦ ମିଳିବା ପରେ ଲୋକେ ବେଶ୍ ଖୁସ୍ । ଧୂପ, ନଡିଆ ଦେଇ ପୂଜା କରୁଛନ୍ତି ମଦକୁ ପୂଜା । ଏଭଳି ଦୃଶ୍ୟ ଛତିଶଗଡର ଅଭନପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଯେଉଁଠି ମଦ ଦୋକାନ ଆଗରେ ମଦ ରଖି ପୂଜା କରୁଛନ୍ତି ଲୋକେ । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details