ଓଡିଶା

odisha

By

Published : Apr 8, 2021, 7:25 PM IST

ETV Bharat / videos

ଖୁସିରେ ଆତ୍ମହରା ଅପହୃତ ଯବାନଙ୍କ ପତ୍ନୀ

ନୂଆଦିଲ୍ଲୀ: 'ଆଜି ମୋ ପାଇଁ ସବୁଠୁ ଖୁସିର ଦିନ । ସବୁବେଳେ ତାଙ୍କ ଫେରିବାକୁ ନେଇ ମୋର ଆଶାଥିଲା ।' ଏହା ହେଉଛି କୋବ୍ରା ଯବାନ ରାକେଶ୍ବର ସିଂଙ୍କ ସ୍ତ୍ରୀ ମୀନୁଙ୍କ ପ୍ରତିକ୍ରିୟା । 5 ଦିନ ପରେ ନକ୍ସଲଙ୍କ କବଜାରୁ ମୁକୁଳିଛନ୍ତି ରାକେଶ୍ବର । ଏନେଇ ପରିବାରରେ ଖୁସିର ମାହୋଲ ।

ABOUT THE AUTHOR

...view details