ଓଡିଶା

odisha

କାନ୍ଦୁଛି ଯମୁନା ନଦୀ, ଜାଣନ୍ତୁ କାହିଁକି...

By

Published : Nov 13, 2020, 2:13 PM IST

ଜାତୀୟ ରାଜଧାନୀ ଦିଲ୍ଲୀରେ ଜାରି ରହିଛି କୃତ୍ରିମ ପ୍ରଦୂଷଣ । ବେଶ କିଛି ବର୍ଷ ଧରି ଲଗାତାର ବାୟୁ ପ୍ରଦୂଷଣ ସମସ୍ୟା ଲାଗି ରହିଥିବା ବେଳେ ଏବେ ଯମୁନା ଜଳ ପ୍ରଦୂଷଣ ଦିଲ୍ଲୀବାସୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଗଲାଣି । ଲକଡାଉନ ବେଳେ ଯେଉଁ ଯମୁନା ଜଳ ନିର୍ମଳ ସ୍ବଚ୍ଛ ହୋଇପଡିଥିଲା ଏବେ ସେହି ଯମୁନା ଜଳରେ ଫେଣ ଭାଷୁଛି । ଦେଖନ୍ତୁ ଭିଡିଓ ...

ABOUT THE AUTHOR

...view details