ଓଡିଶା

odisha

ETV Bharat / videos

ମାଙ୍କଡଙ୍କୁ କଦଳୀ ଖୁଆଇଲେ କେସିଆର, ଭିଡିଓ ହେଲା ଭାଇରାଲ - CM KCR FED THE MONKEYS BANANAS

By

Published : Sep 14, 2020, 6:10 AM IST

ହାଇଦ୍ରାବାଦ: କୋରୋନାରେ ସାରା ବିଶ୍ବ ଅସୁବିଧାର ସମ୍ମୁଖୀନ ହେଉଛି । ବିଶେଷ କରି ଗରିବ, ଦାଦାନ ଶ୍ରମିକ ଅଧିକ ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଆଉ ଏଥିରୁ ବାଦ ପଡିନାହାଁନ୍ତି ପଶୁ ପକ୍ଷୀ । ଏହି ଲକଡାଇନ ସମୟରେ ବିଶେଷ କରି କୁକୁର, ମାଙ୍କଡ ଖାଇବାକୁ ପାଉନାହାଁନ୍ତି । ତେବେ ଏହି ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ମାଙ୍କଡଙ୍କୁ କଦଳୀ ବାଣ୍ଟି ବହୁତ ଭଲ କାମ କରିଛନ୍ତି । ୟଦାଦ୍ରୀ ଲକ୍ଷ୍ମୀ ନରସୀମା ମନ୍ଦିର ନିକଟରେ କେସିଆର କଦଳୀ ବାଣ୍ଟିବା ବେଳେ ଅତ୍ୟଧିକ ମାଙ୍କଡ ଏକଠି ଜମା ହୋଇ ଖୁସିରେ କଦଳୀ ଖାଉଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details