ଓଡିଶା

odisha

By

Published : Apr 29, 2020, 11:06 AM IST

ETV Bharat / videos

ଓଡିଆରେ ସଚେତନ କଲେ ସୁରଟ ମହାନଗର ନିଗମ କମିଶନର, ଦେଖନ୍ତୁ ଭିଡିଓ...

ଗାନ୍ଧୀନଗର: କୋରୋନାକୁ ନେଇ ଚାରିଆଡେ କରାଯାଉଛି ସଚେତନତା । ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରିବାରେ ଲାଗିଛି ପ୍ରଶାସନ । ତେବେ ଏପରି ସ୍ଥିତିରେ ସୁରଟରେ ଥିବା ଓଡିଆ ଭାଇଭଉଣୀମାନଙ୍କୁ ଓଡିଆରେ ସଚେତନତା କରାଇଛନ୍ତି ସୁରଟ ମହାନଗର ନିଗମ କମିଶନର ବାଞ୍ଛାନିଧୀ ପାଣି । ସେ ଏକ ଭିଡିଓ ଜାରି କରି କଣ କରିବା କଣ ନକରିବା ସେନେଇ ଆଲୋକପାତ କରିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details