ଓଡିଶା

odisha

ETV Bharat / videos

ରାଫେଲକୁ ସୁରକ୍ଷା ଦେଲା ସୁଖୋଇ - ଯୁଦ୍ଧ ବିମାନ ରାଫେଲ

By

Published : Jul 29, 2020, 10:58 PM IST

ଅମ୍ବାଲା (ହରିୟାଣା): ଗତ ସୋମବାର ଫ୍ରାନ୍ସରୁ ଟେକ ଅଫ କରି ଆଜି ( ବୁଧବାର) ହିନ୍ଦୁସ୍ଥାନରେ ଲ୍ୟାଣ୍ଡ କରିଛି ବିଧ୍ବସିଂ ଯୁଦ୍ଧ ବିମାନ ରାଫେଲ । ୟୁଏଇରୁ ଉଡାଣ ଭରି ଅମ୍ବାଲା ଅଭିମୁଖେ ରାଫେଲ ଆସିବା ବେଳେ ଭାରତୀୟ ବାୟୁସୀମାରେ ରାଫେଲକୁ ଏସକର୍ଟ (ସୁରକ୍ଷା) ଦେଇ ଆଣିଥିଲା ସୁଖୋଇ -30 ଦେଖନ୍ତୁ ସେହି ସମୟର ଦୃଶ୍ୟ....

ABOUT THE AUTHOR

...view details