ଓଡିଶା

odisha

ETV Bharat / videos

ଶୁଭେନ୍ଦୁ ଅଧିକାରୀଙ୍କ ରାଲିରେ ବିଜେପି କର୍ମୀଙ୍କୁ ପଥର ମାଡ - ଶୁଭେନ୍ଦୁ ଆଧିକାରୀ ରାଲି

By

Published : Jan 18, 2021, 7:27 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ପାଣିପାଗ ମାହୋଲ ସେତେ ଉଷ୍ମ ହୋଇଉଠୁଛି । ରାଜ୍ୟରେ ବିଜେପି ଶକ୍ତି ବୃଦ୍ଧିକୁ ଦୃଷ୍ଟିରେ ରଖି ଅସହିଷ୍ଣୁ ହୋଇ ପଡୁଛି ତୃଣମୂଳ କଂଗ୍ରେସ । ସୋମବାର ରାଜ୍ୟରେ ବିଜେପିର ଏକ ରାଲିରେ ପଥରମାଡ ହୋଇଥିବା ଦେଖିବାକୁ ମିଳିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିଜେପିର ଯେଉଁ ରାଲିରେ ପଥର ମାଡ ହୋଇଛି, ଏଥିରେ କେନ୍ଦ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ ଓ ଶୁଭେନ୍ଦୁ ଅଧିକାରୀ ସାମିଲ ଥିଲେ ।

ABOUT THE AUTHOR

...view details