ଓଡିଶା

odisha

ETV Bharat / videos

ଉଦ୍ଧାର କରିବାକୁ ଯାଇ ଫସିଗଲେ ନୌସେନା କର୍ମଚାରୀ, ଦେଖନ୍ତୁ ଭିିଡଓ - ସମୁଦ୍ରରେ ଫସିଗଲେ ନୌସେନା କର୍ମଚାରୀ

By

Published : May 25, 2021, 2:41 PM IST

ମୁମ୍ବାଇ: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉ’ତେ ଗତ 17 ରେ ଲ୍ୟାଣ୍ଡଫଲ କରିଥିଲା । ଏହାର ପ୍ରଭାବରେ ମୁମ୍ବାଇ ସମେତ ଗୁଜୁରାଟରେ ବ୍ୟାପକ କ୍ଷତି ଘଟିଥିଲା । ଏହି ସମୟରେ ଆରବ ସାଗରରେ ଓଏନଜିସିର ତୈଳ ଜାହଜ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ନୌସେନା ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସମୟର ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଦୃଶ୍ୟମାନ ହେଉଥିବା ସୁରଜ ଚୌହାନ ନିଖୋଜ ହୋଇ ଯାଇଛନ୍ତି ।

ABOUT THE AUTHOR

...view details