ଓଡିଶା

odisha

ETV Bharat / videos

ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଇବାକୁ ଦାବି - Bhubaneswar to Dubai

By

Published : Feb 10, 2020, 9:45 PM IST

ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଯୋଗାଇବାକୁ ରାଜ୍ୟସଭାରେ ଦାବି । ଏନେଇ ରାଜ୍ୟସଭାରେ ଦାବି ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଲୋକଙ୍କ ସୁବିଧାକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ଓ ବିମାନ ଚଳାଚଳ ମନ୍ତ୍ରଣାଳୟ ଏଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି ।

ABOUT THE AUTHOR

...view details