ଓଡିଶା

odisha

ETV Bharat / videos

ଯଦି ଆରପିଏଫ ଯବାନ ନଥାନ୍ତେ ? - RPF jawan Dharmendra Kumar Yadav

By

Published : Feb 22, 2020, 9:12 PM IST

ନୂଆଦିଲ୍ଲୀ: ଆରପିଏଫ୍ ଯବାନ ସାଜିଲେ ଦେବଦୂତ । ଚଳନ୍ତା ଟ୍ରେନରୁ ଖସି ପଡିଥିବା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ଆରପିଏଫ୍ ଯବାନ ଧମେନ୍ଦ୍ର କୁମାର ଯାଦବ। ଶୁକ୍ରବାର ରାତି 9.30ରେ ଆସନସୋଲ-ଖଡକପୁର ଲୋକାଲ ଟ୍ରେନ ମିଦନାପୁରରେ ପହଞ୍ଚିଥିଲା । ତେବେ ଟ୍ରେନଟି ଷ୍ଟେସନରେ ଅଟକିବା ସମୟରେ ସୁଜୟ ଘୋଷ(44) ନାମକ ଜଣେ ବ୍ୟକ୍ତି ଉକ୍ତ ଚଳନ୍ତା ଟ୍ରେନରୁ ଖସି ଯାଇଥିଲେ । ଆଉ ଏହାପରେ ତାଙ୍କୁ ଆରପିଏଫ୍ ଯବାନ ଧମେନ୍ଦ୍ର କୁମାର ଯାଦବ ମୃତ୍ୟୁମୁଖରୁ ବଞ୍ଚାଇଥିଲେ । ଦେଖନ୍ତୁ ଏହି ଭିଡିଓ...

ABOUT THE AUTHOR

...view details