ଓଡିଶା

odisha

ETV Bharat / videos

ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ମହିଳା, ବଞ୍ଚାଇଲେ ଆରପିଏଫ ପୋଲିସ - ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ମହିଳା

By

Published : May 17, 2021, 8:00 PM IST

ଜୟପୁର: ଚଳନ୍ତା ଟ୍ରେନରୁ ଖସିଗଲେ ମହିଳା, ବଞ୍ଚାଇଲେ ଆରପିଏଫ ପୋଲିସ । ଏଭଳି ଘଟଣା ଘଟିଛି ରାଜସ୍ଥାନର ଦୌସା ରେଳ ଷ୍ଟେସନରେ । ରବିବାର ଦିନ ଦୌସା ରେଳଷ୍ଟେସନରେ ଚଳନ୍ତା ଟ୍ରେନରେ ମହିଳା ଜଣକ ଚଢିବା ବେଳେ ଗୋଡ ଖସିଯିବାରୁ ମହିଳା ଜଣକ ଖସିପଡିଥିଲେ । ତୁରନ୍ତ ଆରପିଏଫ ପୋଲିସ ଜଣକ ଉଠାଇଥିଲେ । ମହିଳାଙ୍କୁ ମୃତ୍ୟୁମୁଖରୁ ଟାଣି ଆଣିଥିଲେ ରେଳବାଇ ପୋଲିସ । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details